⚠️ PLEASE READ BEFORE REGISTERING

ରେଜିଷ୍ଟ୍ରେସନ୍ କରବାର୍ ଆଗନୁ ନିହାତି ପଢ଼ୁନ୍

1. Direct Families Only (ଖାଲି ପରିବାର୍ ଲାଗି - No Brokers)

This platform is strictly for genuine families. Brokers, agents, or third-party mediators are strictly prohibited. Any broker account found will be permanently banned.

ଇ ପ୍ଲାଟଫର୍ମ୍ ଖାଲି ପରିବାର୍ ମାନଙ୍କର୍ ସିଧା କଥାବାର୍ତ୍ତା ଲାଗି ଆୟ। କୌଣସି ବ୍ରୋକର୍ କିମ୍ବା ଏଜେଣ୍ଟ୍ ମାନଙ୍କର୍ ଏଣ୍ଟ୍ରି ପୂରା ମନା ଅଛେ।

2. Cultural Values & Account Privacy (ସଂସ୍କୃତି ଓ ପ୍ରାଇଭେସି ସେଟିଂସ୍)

We deeply respect the privacy and values of every family in accordance with Western Odisha traditions. To honor this, we provide complete control through the "Privacy Settings" inside your account dashboard—allowing you to easily hide or lock your photos, and even completely hide your profile whenever you wish.

ଆମେ ପଶ୍ଚିମ ଓଡ଼ିଶାର ମହାନ୍ ସଂସ୍କୃତି ଆରୁ ପ୍ରତିଟି ପରିବାରର୍ ପ୍ରାଇଭେସି କେ ବହୁତ୍ ସମ୍ମାନ କରସୁଁ। ସେଥିଲାଗି ଆମର୍ ୱେବସାଇଟ୍ ରେ ଆପଣଙ୍କୁ 'ପ୍ରାଇଭେସି ସେଟିଂସ୍' (Privacy Settings) ଦିଆଯାଇଛେ, ଯେନ୍ ଥିରେ ଆପଣ ନିଜର୍ ଫୋଟୋ କେ ଲକ୍ (Lock) କରିପାରବେ ଆରୁ ଦରକାର୍ ପଡ଼ଲେ ନିଜର୍ ପୂରା ପ୍ରୋଫାଇଲ୍ ବି ଲୁକେଇ (Hide) କରି ରଖିପାରବେ।

3. Restricted Profile Visibility (ଖାଲି ମ୍ୟାଚିଂ ପ୍ରୋଫାଇଲ୍ ଦେଖିପାରବେ)

Your profile is completely hidden from guests and the general public. Only the profiles that strictly match your partner preferences can see you, and you can only see them. No unwanted visitors can browse your details.

ଆପଣଙ୍କର୍ ପ୍ରୋଫାଇଲ୍ ବାହାର୍ ଲୋକ କିମ୍ବା ଗେଷ୍ଟ୍ (guests) ଦେଖି ନାଇଁପାରନ୍। ଆପଣଙ୍କର୍ ପସନ୍ଦ ଅନୁସାରେ ଯେନ୍ ପ୍ରୋଫାଇଲ୍ ଗୁଡାକ ମ୍ୟାଚ୍ (Match) କରବା, ଖାଲି ସେମାନେ ଆପଣଙ୍କୁ ଦେଖିପାରବେ ଆରୁ ଆପଣ ସେମାନଙ୍କୁ ଦେଖିପାରବେ।

4. Strict Privacy for Photos (ଫୋଟୋର୍ ପୂରା ପ୍ରାଇଭେସି)

To protect the dignity and privacy of our members, your photos will NOT be visible to Free users when you join. Photos are only accessible to verified Paid members through our "Two-Way Mutual Consent" system.

ମାଁ-ବହେନ୍ ମାନଙ୍କର୍ ସମ୍ମାନ ଲାଗି, ଫ୍ରି (Free) ୟୁଜର ମାନଙ୍କୁ ଆପଣଙ୍କର୍ ଫୋଟୋ ନାଇଁ ଦେଖାଯାଏ। ଖାଲି ପେଡ୍ (Paid) ମେମ୍ବର ମାନେ ପରସ୍ପରର୍ ସମ୍ମତି ରେ ହିଁ ଫୋଟୋ ପାଇପାରବେ।

5. Two-Way Mutual Consent System (ଉଭୟଙ୍କ ସମ୍ମତିରେ ହିଁ କଥାବାର୍ତ୍ତା)

To prevent harassment and unwanted calls common on other platforms, we do NOT share direct contact numbers initially. You must send an "Interest" first. The other family is notified via email or WhatsApp. Only after they accept your interest, a secure connection is established so you can connect through chat based on your membership.

ଅଲଗା ମ୍ୟାଟ୍ରିମୋନି ଭଳିଆ ଆମେ ସିଧା ଫୋନ୍ ନମ୍ବର ନାଇଁ ଦେଉ, ଯେନ୍ତା କି କେହି ବିରକ୍ତ ନାଇଁ କରନ୍। କଥାବାର୍ତ୍ତା ଲାଗି ଆଗେ ଆପଣଙ୍କୁ 'ଇଣ୍ଟରେଷ୍ଟ' (Interest) ପଠାବାକେ ପଡ଼ବା। ସେମାନେ ରାଜି ହେଲେ ଯାଇକରି ଆପଣ ଚାଟ୍ (Chat) ରେ କଥା ହେଇପାରବେ।

6. 100% Digital – No Physical Office (ଆମର୍ କୌଣସି ଅଫିସ୍ ନାଇଁନ)

By operating entirely online without the heavy expenses of physical offices, we pass the savings directly to you. This modern approach is why our fees remain incredibly low.

ବଡ଼ ବଡ଼ ଅଫିସ୍ ନାଇଁ କରିକରି ଆମେ ସେ ଖର୍ଚ୍ଚ ବଞ୍ଚେଇଛୁଁ, ଯେନ୍ତା କି ଆମର୍ ଫିସ୍ ଏକଦମ୍ କମ୍ ରହିପାରବେ। ଆପଣ ଘରେ ବସିକରି ନିଜର୍ ମୋବାଇଲ୍ ରେ ସବୁ ସୁବିଧା ପାଇପାରବେ।

7. Zero Spam & Written Proof – No Voice Calls (ଖାଲି WhatsApp ସପୋର୍ଟ)

We strictly do NOT offer voice call support. All customer service is provided exclusively via official WhatsApp text. This ensures zero annoying sales calls and provides written proof of every conversation.

ସୁରକ୍ଷା ଆରୁ ପ୍ରମାଣ ଲାଗି ଆମେ କଲିଂ ସେବା ନାଇଁ ରଖି। ସବୁ କଥାବାର୍ତ୍ତା ଖାଲି WhatsApp ମେସେଜ୍ ରେ ହିଁ ହେବା ଯେନ୍ତା କି ସବୁ ଜିନିଷର୍ ସ୍ୱଚ୍ଛତା ରହେବା।

8. Why We Charge a Fee (ମାମୁଲି ଫିସ୍ କାହିଁକି?)

Please note: Our minimal subscription fees act as a strict filter to keep out non-serious window-shoppers. Free registration allows you to create a profile, but full access requires a paid plan.

ଫ୍ରି ରେ ଆପଣ ପ୍ରୋଫାଇଲ୍ ବନେଇ ପାରବେ, ହେଲେ ସବୁ ସୁବିଧା ପାଇବା ଲାଗି ପେଡ୍ ପ୍ଲାନ୍ ନେବାକେ ପଡ଼ବା। ଇଟା ଟାଇମ୍-ପାସ୍ ଆରୁ ଫେକ୍ ଲୋକ୍ ମାନଙ୍କୁ ଦୂରେଇ ରଖବାର୍ ଲାଗି କରାଯାଇଛେ।

9. Real Information & No Refunds (ସଠିକ୍ ତଥ୍ୟ ଦେବେ, ରିଫଣ୍ଡ ନାଇଁନ)

You must provide 100% true information regarding your age, marital status, and profession. Any profile found with fake details will be permanently banned. Subscription fees are strictly non-refundable.

ବୟସ, ଚାକିରି କିମ୍ବା ପୂର୍ବ ବାହାଘର୍ ବିଷୟରେ କୌଣସି ଭୁଲ୍ ତଥ୍ୟ ଦେଲେ ଆପଣଙ୍କର୍ ଆକାଉଣ୍ଟ୍ ବ୍ୟାନ୍ କରାଯିବା। ଆମର୍ ସବସ୍କ୍ରିପସନ୍ ଫିସ୍ କୌଣସି ପରିସ୍ଥିତିରେ ଫେରସ୍ତ (Refund) କରା ନାଇଁଯାଏ।

10. Personal Inquiry is Mandatory (ନିଜେ ଭଲ୍ କରି ତଦନ୍ତ କରବେ)

We provide a trusted platform for families to connect, but the final responsibility of verifying the character, education, job, and background of a match lies entirely with you. You must do your own offline inquiry.

ଆମେ ଖାଲି ଏକ ମାଧ୍ୟମ ଆୟ। ବାହାଘର୍ ଫାଇନାଲ୍ କରବାର୍ ଆଗନୁ ପୁଆ କିମ୍ବା ଝିଅର୍ ଚରିତ୍ର ଆରୁ ପରିବାର୍ ବିଷୟରେ ନିଜେ ତଦନ୍ତ କରବାର୍ ପୂରା ଦାୟିତ୍ୱ ଆପଣଙ୍କର୍ ଆୟ।